ଚିଟି ଦେବା Chiṭi debā

  • ଦେ. କ୍ରି. — କୌଣସି ବ୍ଯକ୍ତିଙ୍କ ନିକଟକୁ ପତ୍ର ଲେଖି ପଠାଇବା; ଡାକରେ ବା ଲୋକଦ୍ୱାରା ପତ୍ର ପ୍ରେରଣ କରିବା — To write letters; to send a letter to the addressee through post or through a messenger
  • ଦେ. କ୍ରି. — ପତ୍ରକୁ ଉଦ୍ଦିଷ୍ଟ ବ୍ଯକ୍ତିଙ୍କ ହାତରେ ଅର୍ପଣ କରିବା — To hand over a letter to the addressee