ଚିଟି ଚପଟ Chiṭi chapaṭa

  • ଦେ. ବି. (ଅନର୍ଥକ ଦ୍ୱିତୀୟ ସହଚର) — ଚିଠିପତ୍ର; ପତ୍ରାଦି; ଆଦେଶଲିପି ଆଦି — Letters generally; notes and letters
  • ଦେ. ବି. (ଅନର୍ଥକ ଦ୍ୱିତୀୟ ସହଚର) — ଡାକଦ୍ୱାରା ଯିବା ଆସିବା ପତ୍ରାଦି — Postal articles (e g. letters, packets and covers.)