ଚିଟି କରିବା Chiṭi Karibā

  • ଦେ. କ୍ରି. — (ମହାଜନ) ଖାତକ ନିକଟକୁ ପତ୍ରଦେବା — (a creditor) To send a letter of demand to a debtor
  • ଦେ. କ୍ରି. — କୌଣସି ବ୍ଯକ୍ତି ନିକଟକୁ ଲିଖିତ ଆଦେଶ ପଠାଇବା — To send a written order