ଚିଙ୍ଗୁଡ଼ି Chiṅguṟḍ̠i
- ଦେ. ବି. (ସଂ. ଚିଙ୍ଗଟ; ଚିଙ୍ଗଡ଼) — ମତ୍ସ୍ୟବିଶେଷ — A kind of fish; shrimp; prawn
- ଦେ. ବି. (ସଂ. ଚିଙ୍ଗଟ; ଚିଙ୍ଗଡ଼) — [ଦ୍ର—ଏମାନଙ୍କ ଦେହରେ ହାଡ଼ ବା ରକ୍ତ ନାହିଁ; ମୁହଁରେ ବଡ଼ବଡ଼ ନିଶ ଥାଏ। ବିଛା— ବାଳିଆ, ଗଣ୍ଠିଆ, କାଦୁଆ ଓ ପୁଇଁ ଚୁଙ୍ଗୁଡ଼ି ଭେଦରେ ବଡ଼ ଓ ସାନ ଚିଙ୍ଗୁଡ଼ି ନାନାଜାତୀୟ।]