ଚିଙ୍ଗୁଡ଼ିଚୋପା Chiṅguṟḍ̠i chopā

  • ପ୍ରାଦେ. (ଗଞ୍ଜାମ) ବି — ଚିଙ୍ଗୁଡ଼ି ମାଛର ଚୋପା ବା ଖୋଳ ପରି ଦିଶୁଥିବା ଆଙ୍ଗୁଠିରେ ପିନ୍ଧାଯିବା ଅଳଙ୍କାରବିଶେଷ — An ornament for the finger resembling the broad ring-like shell of the shrimp