ଚିକ୍ଚିକ୍ Chik chik
- ଦେ. ବି (ସଂ. ଚାକଚକ୍ୟ; ସଂ. ଚକାସ୍ ଧାତୁ=ଦୀପ୍ତି ପାଇବା) — ବର୍ଣ୍ଣୋଜ୍ଜ୍ୱଳତା; ଜକଜକ — Sparkling; glitter; gloss; lustre
- ଦେ. ବି (ସଂ. ଚାକଚକ୍ୟ; ସଂ. ଚକାସ୍ ଧାତୁ=ଦୀପ୍ତି ପାଇବା) — ଚାକଚକ୍ୟ — Splendour; glimmer
- ଦେ. ବିଣ — ଜକ ଜକ — Glittering
- ଦେ. ବିଣ — ଚକଚକିଆ; ଚିକ୍କଣିଆ — Glimmering; glossy