ଚିକ୍କସ Chikkasa

  • ସଂ. ବି — ଯବଚୂର୍ଣ୍ଣ — Barley-meal
  • ସଂ. ବି — ବିବାହାଦି ଉତ୍ସବରେ ଦେହରେ ବୋଳାଯିବା ବଟା ହଳଦୀ ଓ ତେଲ ମିଶା ଯବଚୂର୍ଣ୍ଣ (ହି. ଶବ୍ଦସାଗର) — Barley-meal mixed with turmeric-paste and oil, anointed on the body on festive occasions