ଚିକ୍କଣ Chikkaṇa
- ସଂ. ବିଣ (ଚିତ୍ ଧାତୁ=ବୋଧକରିବା+କର୍ମ. କନ) — ସ୍ନିଗ୍ଧ; ଚିକଣ — Smooth; glossy
- ସଂ. ବିଣ (ଚିତ୍ ଧାତୁ=ବୋଧକରିବା+କର୍ମ. କନ) — ତେଲିଆ; ତୈଳାକ୍ତ — Unctuous; oily
- ସଂ. ବିଣ (ଚିତ୍ ଧାତୁ=ବୋଧକରିବା+କର୍ମ. କନ) — ଖସଡ଼ା — Slippery
- ସଂ. ବି — ଗୁଆଗଛ ଓ ଫଳ — Betel-nut and its tree
- ସଂ. ବି — ନାଳନାଳୁଆ ବସ୍ତୁ; ଅଠା — 3. Any smooth liquid; gum (M.W.)