ଚିକଣାଚିକଣି Chikaṇā chikaṇi

  • ଦେ. ବିଣ — ସୁନ୍ଦର ଓ ମସୃଣ — Fine and smooth
  • ଦେ. ବି. — ହଳଦୀ ଆଦି ବାଟି ଚିକ୍କଣ କରିବା କର୍ମ — The act of reducing turmeric etc. into a fine paste