ଚିକଣ ଚାକଣ Chikaṇa chākaṇa

  • ଦେ. ବିଣ (ସଂ. ଚିକ୍କଣ+ଧ୍ୱନ୍ୟନୁକାରୀ ଦ୍ୱିତୀୟ ସହଚର ଶବ୍ଦ) — ସୁନ୍ଦର ଓ ମସୃଣ — Fine and smooth
  • ଦେ. ବିଣ (ସଂ. ଚିକ୍କଣ+ଧ୍ୱନ୍ୟନୁକାରୀ ଦ୍ୱିତୀୟ ସହଚର ଶବ୍ଦ) — ସୁନ୍ଦରରୂପେ ସଜ୍ଜିତ(ବ୍ଯକ୍ତି); ଫିଟ୍ଫାଟ୍; ଛଇଳା — Foppishly dressed