ଚିକଣ କୁହା Chikaṇa kuhā

  • ଦେ. ବିଣ. ପୁଂ. — ଯେଉଁ ବ୍ଯକ୍ତି ମଧୁର କଥା କହେ ମାତ୍ର ଅଯୋଗ୍ୟ ବା ଅବିଶ୍ୱାସୀ ଅଟେ — Oily-tongued
  • ଦେ. ବିଣ. ପୁଂ. — ଖୋସାମତିଆ; ଚାଟୁଭାଷୀ — Flattering