ଚିଆଁଇଁ ଉଠିବା Chiāñiñ Uṭhibā
- ଦେ. କ୍ରି — ଚେଇଁ ଉଠିବା; ନିଦରୁ ଉଠିବା — To wake up from sleep to awake
- ଦେ. କ୍ରି — ଚେତି ଚାହିଁଲା ନନ୍ଦରାଣୀ, ଚିଆଁଇଁ ଉଠି ସୁଲକ୍ଷଣୀ—ଜଗନ୍ନାଥ, ଭାଗବତ।
- ଦେ. କ୍ରି — ସଚେତ ହେବା — To gain consciousness
- ଦେ. କ୍ରି — ସତେଜ ହେବା — To become enlivened