ଚା-ପିଆଲା Chā-piālā

  • ବୈଦେ. ବି. (ଚୀନ ଭାଷା ଚା ଓ ଫା. ପିଆଲା) — ଯେଉଁ ଚୀନା ବା କଲେଇ ହୋଇଥିବା ବାସନରେ ପ୍ରସ୍ତୁତ ଚାହା ପାନ କରାଯାଏ — Tea-cup