ଚାହିଁବା Chāhiñbā
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଅନାଇବା; ଦୃଷ୍ଟି ପକାଇବା — To look at; to glance at
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଚାହିଁ ଦେଲେ ଆଉ କାହିଁ ନ ଦିଶଇ ଆଖି ଥାଉଁ ଥାଉଁ ପଥ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଦେଖିବା — To see
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଆଖି ମେଲା କରିବା — To open the eyes
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଅପେକ୍ଷା କରିବା; ଟାକି ରହିବା — To wait in expectation
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ତହିଁକୁ ଶୀଘ୍ରେ ଚଳି ଯାଇ, ରହିଲା ମୃତ୍ୟୁ ବାଟ ଚାହିଁ। ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — ଚେଇଁବା — To keep awake
- ଦେ. କ୍ରି. (ସଂ. ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) — [ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା, ରହିବା କ୍ରିୟାର ସମାପିକାରୂପଯୁକ୍ତ ହୁଏ।]