ଚାହାଣି ମଣ୍ଡପ Chāhāṇi maṇḍapa

  • ଦେ. ବି — ରଥଯାତ୍ରାରୁ ଜଗନ୍ନାଥ ଓ ଲିଙ୍ଗରାଜ ମହାପ୍ରଭୁ ଫେରିବା ସମୟରେ ଦେଉଳରେ ପହଁଞ୍ଚିବା ପୂର୍ବରୁ ଆସୁଥିବା ଅବସ୍ଥାରେ ଦେଉଳର ବେଢ଼ା ମଧ୍ୟରେ ଥିବା ଯେଉଁ ମଣ୍ଡପରେ ଠାକୁରାଣୀଙ୍କ ପ୍ରତିମାକୁ ନେଇ ବିଜେ କରାଯାଏ ଓ ଯେଉଁଠାରୁ ଠାକୁରାଣୀ ବାହୁଡ଼ାବିଜେ କରୁଥିବା ଦିଅଁଙ୍କୁ ଚାହିଁବେ ବୋଲି ଅନୁମାନ କରାଯାଏ — A platform where the Goddess of a Deity is taken to have a look at the Deity in the car in his return-journey to the temple