ଚାହାଁଇବା Chāhāñibā

  • ଦେ. କ୍ରି. ('ଚାହିଁବାର' ଣିଜନ୍ତରୂପ) — ଚହାଁଇବା; ଚୁହାଁଇବା; ଦେଖାଇବା — To show
  • ଦେ. କ୍ରି. ('ଚାହିଁବାର' ଣିଜନ୍ତରୂପ) — ଚାହିଁବା; ଦେଖିବା — To look at; to see
  • ଦେ. କ୍ରି. ('ଚାହିଁବାର' ଣିଜନ୍ତରୂପ) — ଉଚଦିଗେ ଚାହାଁଇ ସେ ପଙ୍କଜ ଲୋଚନୀ। ପ୍ରାଚୀ, ରସବାରିଧି।