ଚାଲି ଯିବା Chāli j̄ibā

  • ଦେ. କ୍ରି — ପାଦରେ ଗତି କରି କୌଣସି ସ୍ଥାନକୁ ଯିବା — To go by walking on foot; to walk
  • ଦେ. କ୍ରି — କୌଣସି ସ୍ଥାନ ପରିତ୍ୟାଗ କରିବା; ପ୍ରସ୍ଥାନ କରିବା — To leave; to depart; to go to away
  • ଦେ. କ୍ରି — (ଶୁଭବାଦନ) ମରିଯିବା — (Euphemism) To die; to pass away
  • ଦେ. କ୍ରି — ସଂସ୍କାର ତ୍ୟାଗ କରିବା; ବୈରାଗ୍ୟ ବା ବାନପ୍ରସ୍ଥ ଅବଲମ୍ବନ କରିବା — To retire from wordly concerns; to renounce the world
  • ଦେ. କ୍ରି — (କାର୍ଯ୍ୟ) ଚଳିବା; ସମ୍ପାଦିତ ହେବା — (a work To go on; to be accomplished
  • ଦେ. କ୍ରି — ଲୋପ ପାଇବା; ଲୁପ୍ତ ହେବା — To disappear; to vanish
  • ଦେ. କ୍ରି — ସେ ପ୍ରଭୁତା ଚାଲିଗଲେ କଳିର କୌଶଳେ ବଳେ ଯିବ ସ୍ୱାଧୀନତାx x x ରାଧାନାଥ, ମହାଯାତ୍ରା।
  • ଦେ. କ୍ରି — (ଏତେ କାଳ ପାଇଁ) ସ୍ଥାୟୀ ହେବା — To last for (some time)
  • ଦେ. କ୍ରି — [ଯଥା—ଏ ଲୁଗା ଖଣ୍ଡି 3 ବର୍ଷ ଚାଲିଯିବ।] — [ଯଥା—ଏ ଲୁଗା ଖଣ୍ଡି3ବର୍ଷ ଚାଲିଯିବ]
  • ଦେ. କ୍ରି — (ସମୟ) ଅତିବାହିତ ହେବା; ଅତିକ୍ରାନ୍ତ ହେବା — (time) To pass away
  • ଦେ. କ୍ରି — [ଯଥା—ଏ ସୁଖର ଦିନ ଶୀଘ୍ର ଚାଲିଯିବ।]