ଚାର Chāra
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ଗତି; ସଞ୍ଚାର — Motion; course
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ବନ୍ଧନ — Binding
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — (+ଅଧି; ଅ) କାରାଗାର — Prison
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — (+କର୍ମ ଅ) ଶୃଙ୍ଖଳ — Chain; fetters; bond
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — (+କର୍ତ୍ତୃ. ଅ) କୃତ୍ରିମ ବିଷ — Prepared poison; artificial poison
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ସଂବାଦବାହକ — Messenger
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ବାନରପତିର ଚାର ହେବେ ଏ କିପାଇଁ—ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — (ଚର+ସ୍ୱାର୍ଥେ ଅ) ଗୁପ୍ତଚର — A spy; a secret emissary
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ଚାରକୋଳି (ଦେଖ) — Chārakoḻi (See)
- ସଂ. ବି. (ଚର୍ ଧାତୁ=ଗମନ କରିବା+ଭାବ. ଅ) — ଦାରାକ୍ଷ ଜେଉଟ ତାଳ ଖଜୁରୀ, ଭଇଁଚ ଚାର ଖଇର ସୁନାରୀ— ପ୍ରାଚୀ, ପ୍ରତାପ, ଶଶିସେଣା।
- ଦେ. ବି (ସଂ. ଚର ଧାତୁ) — ଉଚ୍ଚ କୋଠଆଦିରେ କାମ କରିବା ରାଜମିସ୍ତ୍ରୀମାନଙ୍କ ସୁବିଧା ନିମନ୍ତେ ବନ୍ଧା ହୋଇଥିବା ମଞ୍ଚା ବା ଭାଡ଼ି; ଭାରା — Scaffolding raised for masons and labourers working in high buildings
- ଦେ. ବି (ସଂ. ଚର ଧାତୁ) — ଦେଉଳ ବା କୋଠାର ଛାତ ଓ ରଥଆଦି ଉଚ୍ଚସ୍ଥାନକୁ କାଠ ପଥର ଇତ୍ୟାଦି ଉଠାଇବ ପାଇଁ ପ୍ରସ୍ତୁତ ପାହାନିଆଁ ସିଡ଼ି — Temporary inclined plane for lifting building materials to the roof of a high building during its construction