ଚାର୍ସମା Chārasamā

  • ବୈଦେ. ବି. (ଆ. ଚାହାର୍ ସମ୍ବାହ୍=ଚତୁର୍ଥ ଦିବସ) — ବୁଧବାର — Wednesdday
  • ବୈଦେ. ବି. (ଆ. ଚାହାର୍ ସମ୍ବାହ୍=ଚତୁର୍ଥ ଦିବସ) — [ଦ୍ର—ମୁସଲ୍ମାନ୍ମାନେ ଶନିବାରଠାରୁ ସପ୍ତାହ ଗଣନ୍ତି। ଶୁକ୍ରବାର ସପ୍ତାହର ଶେଷ ପର୍ବଦିବସ ଅଟେ।]