ଚାର୍ମିକ Chārmika

  • ସଂ. ବିଣ. (ଚର୍ମ+ ନିବୃତ୍ତ ଓ ବ୍ଯବସାୟ ଅର୍ଥେ. କ) — ଚର୍ମନିର୍ମିତ — Leathern; made of skin
  • ସଂ. ବିଣ. (ଚର୍ମ+ ନିବୃତ୍ତ ଓ ବ୍ଯବସାୟ ଅର୍ଥେ. କ) — ଚର୍ମ ବ୍ଯବସାୟୀ — Dealing in hide or leather