ଚାର୍ବଙ୍ଗ Chārbaṅga

  • ସଂ. ବିଣ. ପୁଂ (ବହୁବ୍ରୀହି; ଚାରୁ+ ଅଙ୍ଗ; ସନ୍ଧିରେ ଉ+ଅ= ବ) — ଯାହାର ଅଙ୍ଗ ବା ଶରୀର ସୁନ୍ଦର ଓ କୋମଳ — Having a soft, graceful and well-proportioned body and limbs