ଚାରୁପାଣି Chārupāṇi

  • ପ୍ରାଦେ (ଗଞ୍ଜାମ) ବି — ମାନ୍ଦ୍ରାଜ ଅଞ୍ଚଳରେ ବ୍ଯବହୃତ ରୋଚକ, ସୁପକ୍ୱ, ଅମ୍ଳ ଓ ରାଗ ରସଯୁକ୍ତ ପାନୀୟ ବିଶେଷ (ଏହାକୁ ଭାତ ସଙ୍ଗେ ଗୋଳାଇ ଖାଆନ୍ତି) — A tasteful acid drink prepared for being taken with boiled rice in Madras presidency