ଚାରୁନୟନ Chārunayana

  • ସଂ ବିଣ. ପୁଂ. (ବହୁବ୍ରୀହି; ଚାରୁ+ନୟନ) — ଯାହାର ଆଖି ସୁନ୍ଦର; ଚାରୁନେତ୍ର — Having beautiful eyes
  • ସଂ. ବି — ମୃଗ — Deer