ଚାରୁଧାରା Chārudhārā
- ସଂ. ବି. ସ୍ତ୍ରୀ. (ଚାରୁ+ଧୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)— ଶଚୀ; ଇନ୍ଦ୍ରପତ୍ନୀ — Wife of God Indra
- ସଂ. ବି. ସ୍ତ୍ରୀ. (କର୍ମଧା; ଚାରୁ+ଧାରା) ସୁମନୋହର ପ୍ରବାହ — Charming current
- ସଂ. ବିଣ. (ସ୍ତ୍ରୀ) — ମନୋହର ପ୍ରବାହଯୁକ୍ତ (ନଦୀ) — (river) Having a charming current
- ସଂ. ବିଣ. (ସ୍ତ୍ରୀ) — ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ହରେ ସୁରବର ତାପ ଚାରୁଧାରା ସେ। ଭଞ୍ଜ, ବୈଦେହୀଶବିଳାସ।