ଚାରୀ Chārī
- ସଂ. ବିଣ. ପୁଂ. (ଚର୍ ଧାତୁ+ଇନ୍; 1 ମା 1 ବ.) — ବିଚରଣ— କାରୀ — Wandering; walking
- ସଂ. ବିଣ. ପୁଂ. (ଚର୍ ଧାତୁ+ଇନ୍; 1 ମା 1 ବ.) — [ଦ୍ର—ଏହା ଅନ୍ଯ ସଙ୍ଗେ ଯୁକ୍ତ ହେଇ ବ୍ଯବହୃତ ହୁଏ; ଯଥା—ବନଚାରୀ, ବ୍ୟୋମଚାରୀ।]
- ସଂ. ବି. ପୁଂ — ପଦାତି ସୈନ୍ୟ (ହି. ଶବ୍ଦସାଗର) — Infantryman; foot soldier
- ସଂ. ବି. ପୁଂ — ସଂଚାରୀ ଭାବ (ହି. ଶବ୍ଦସାଗର) — The pervading element in a sentiment in literature
- ସଂ. ବି. ପୁଂ — (ସ୍ତ୍ରୀ; ଚାର+ଈ) ନୃତ୍ୟର ଅଙ୍ଗବିଶେଷ (ହି. ଶବ୍ଦସାଗର) — A particular part of dancing
- ସଂ. ବି. ପୁଂ — [ଶୃଙ୍ଗାର ଆଦି ରସର ଉଦ୍ଦୀପନକାରୀ ମଧୁର ଗତିକୁ ଚାରୀ ବୋଲା— ଯାଏ; କାହାକାହା ମତରେ ଏକ ବା ଦୁଇ ଗୋଡ଼ରେ ନାଚିବାର ନାମ ଚାରୀ ଅଟେ। ଚାରୀ ଦୁଇ ପ୍ରକାର— 1 । ଭୂଚାରୀ; 2 । ଆକାଶ— ଚାରୀ; ଭୂଚାରୀ 16 ଓ ମତାନ୍ତରରେ 26 ପ୍ରକାର। ଆକାଶଚାରୀ 16 ପ୍ରକାର। ହି. ଶବ୍ଦସାଗର।] — [ଶୃଙ୍ଗାର ଆଦି ରସର ଉଦ୍ଦୀପନକାରୀ ମଧୁର ଗତିକୁ ଚାରୀ ବୋଲା— ଯାଏ; କାହାକାହା ମତରେ ଏକ ବା ଦୁଇ ଗୋଡ଼ରେ ନାଚିବାର ନାମ ଚାରୀ ଅଟେ ଚାରୀ ଦୁଇ ପ୍ରକାର—1 ଭୂଚାରୀ;2 ଆକାଶ— ଚାରୀ; ଭୂଚାରୀ16ଓ ମତାନ୍ତରରେ26ପ୍ରକାର ଆକାଶଚାରୀ16ପ୍ରକାର ହି. ଶବ୍ଦସାଗର]