ଚାରିମାଥ Chāri mātha

  • ଦେ. ପଦ୍ଯ ବି. (ସଂ ଚତୁର୍+ମସ୍ତକ) — ଚତୁମୁର୍ଖ; ବ୍ରହ୍ମା — Brahmā
  • ଦେ. ପଦ୍ଯ ବି. (ସଂ ଚତୁର୍+ମସ୍ତକ) — କେତେକାଳ ବିଚାରି ଚାରିମାଥ, ଲେଖିଥିଲା ମୋର କର୍ମେ ଏ ଦୁଃଖ ପଥ। କୃଷ୍ଣସିଂହ, ମହାଭାରତ, ଉ.