ଚାରିଦଶ Chāridaṡa

  • ଦେ. ବି. (ସଂ. ଚତୁର୍ଦ୍ଦଶ) — ଦଶରୁ ଚାରି ଅଧିକ ସଂଖ୍ୟା — The number 14
  • ଦେ. ବିଣ — ଚତୁର୍ଦ୍ଦଶ ସଂଖ୍ୟକ — 14 in number
  • ଦେ. ବିଣ — ତୁମ୍ଭ ମହିମାର ସୀମା ଏ ଚାରିଦଶ ଲୋକମାନଙ୍କୁ ତ ହୋଇଅଛି ଅଦୃଶ୍ୟ—କୃଷ୍ଣସିଂହ, ମହାଭାରତ, ବନ।