ଚାରିତ୍ର Chāritra
- ସଂ. ବି (ଚରିତ୍ର+ସ୍ୱାର୍ଥରେ ଅ) — ଚରିତ୍ର; ସ୍ୱଭାବ — Character; nature
- ସଂ. ବି (ଚରିତ୍ର+ସ୍ୱାର୍ଥରେ ଅ) — କୁଳକ୍ରମାଗତ ଆଚାର (ହି. ଶବ୍ଦସାଗର) — Family-custom
- ସଂ. ବି (ଚରିତ୍ର+ସ୍ୱାର୍ଥରେ ଅ) — ଚାଲିଚଳନ; ଢଙ୍ଗ (ହି. ଶବ୍ଦସାଗର) — Movements; mode of life
- ସଂ. ବି (ଚରିତ୍ର+ସ୍ୱାର୍ଥରେ ଅ) — ଜୈନମାନଙ୍କ ସନ୍ନ୍ୟାସ (ହି. ଶବ୍ଦସାଗର) — Relinquishment of the world by the Ja̲i̱nas