ଚାରିଜାମା Chārījāmā
- ବୈଦେ. ବି. (ଫା. ଚାର୍ଜାମା) — ଘୋଡ଼ାର ପିଠିରେ ପଡ଼ିବା ତୂଳାରେ ପୂର୍ଣ୍ଣ ବସ୍ତ୍ରନିର୍ମିତ କୋମଳ ଚତୁଷ୍କୋଣ ଆସ୍ତରଣବିଶେଷ — Quilted saddle; padded saddle
- ବୈଦେ. ବି. (ଫା. ଚାର୍ଜାମା) — [ଦ୍ର—ଚମଡ଼ାନିର୍ମିତ ଆଧୁନିକ ଜୀନ୍ର ବ୍ଯବହାର ହେବା ପୂର୍ବରୂ ଘୋଡ଼ାଙ୍କ ପିଠିରେ ଚାରିଜାମା ପକାଯାଇ ସବାର ଘୋଡ଼ା ଚଢ଼ୁଥିଲେ; ଏହା ସମଚତୁଷ୍କୋଣ ଓ କୋମଳ ଏବଂ ଏଥି ଉପରେ ଅନେକ ପ୍ରକାରର ଜରି ଓ ସୂତାର ଛୁଞ୍ଚିକାମ କରାଯାଉଥିଲା।]
- ଦେ. ବିଣ. — ଚାରି ଚଉକସ (ଦେଖ) — Chāri Chaukasa (See)