ଚାରିଜଣିଆଁ Chārijaṇiāñ
- ଦେ. ବିଣ — ଚାରିଜଣ ବ୍ଯକ୍ତିଙ୍କଦ୍ୱାରା ନିଷ୍ପାଦ୍ୟ — Capable of being done by 4 men
- ଦେ. ବିଣ — (ଯଥା—ଚାରିଜଣିଆଁ କାମ)
- ଦେ. ବିଣ — ଚାରିବ୍ଯକ୍ତିଙ୍କ ବ୍ଯବହାରାର୍ଥ ଅଭିପ୍ରେତ — Intended for the use of 4 persons
- ଦେ. ବିଣ — (ଯଥା—ଚାରିଜଣିଆଁ ରୁଷେଇ)
- ଦେ. ବିଣ — ଚାରି ବ୍ଯକ୍ତିଙ୍କଦ୍ୱାରା ବାହ୍ୟ (ଯାନାଦି) — (a conveyance) Drawn or carried by 4 persons