ଚାରିଗୁଣ Chāriguṅa

  • ଦେ. ବି (ସଂ. ଚତୁର୍ଗୁଣ) — ଚତୁର୍ଗୁଣ; ଚାରିଡବଲ — Four times
  • ଦେ. ବିଣ — ଚତୁର୍ଗୁଣିତ — Fourfold; multiplied by four
  • ଦେ. ବିଣ — ଅତ୍ୟଧିକ — Excessive
  • ଦେ. କ୍ରି. ବିଣ — ଚତୁର୍ଗୁଣରେ — Four times
  • ଦେ. କ୍ରି. ବିଣ — ଅତ୍ୟଧିକ ପରିମାଣରେ — Excessively