ଚାରିଖାନି Chārikhāni

  • ଉ. ବି. (ସଂ. ଚତୁସ୍+ଖଣ୍ଡ) — ଚତୁର୍ବିଧ ସୃଷ୍ଟ ଜୀବ (ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ ଓ ଉଦ୍ଭିଜ୍ଜ) — The created beings consisting of 4 classes e.g. womb (mans, beasts), born of eggs (reptiles and birds), born of sweat (insects and maggots) and born of the earth (trees etc.)
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — ଏହାକୁ କୀଟ ବୋଲି କହି; ଭୂତରେ ଚାରିଖାନି ଏହି। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — (ସଂ. ଚତୁଷ୍କୋଣ) ଚାରିଦିଗ; ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ — The four quarters of the globe
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — ଖେଳିବା ଅର୍ଥେ ଦିନମଣି, କଳ୍ପି ରଖିଲା ଚାରିତାନି। ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — (ସଂ. ଚତୁସ୍+ସ୍ଥାନ) ଭାରତର 4 ଦିଗରେ ଥିବା ଚାରି ଗୋଟି ପ୍ରସିଦ୍ଧ ତୀର୍ଥ — (ସଂ. ଚତୁସ୍+ସ୍ଥାନ) ଭାରତର4ଦିଗରେ ଥିବା ଚାରି ଗୋଟି ପ୍ରସିଦ୍ଧ ତୀର୍ଥ—. The 4 sacred places of the Hindus in the 4 quarters of India
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — [ଦ୍ର—ପୂର୍ବରେ ପୁରୀ, ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରି— ନାଥ ଏବଂ ଦକ୍ଷିଣରେ ରାମେଶ୍ୱର ଭାରତର ପ୍ରଧାନ ଚାରି ତୀର୍ଥ।]
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — ଚାରିଭାଷା (ଓଡ଼ିଆ, ବଙ୍ଗଳା, ଫରାସୀ ଓ ନାଗାରୀ) — Four languages
  • ଉ. ବି. (ସଂ. ଚତୁସ୍+ଖଣ୍ଡ) — (ଯଥା—ସେ ଚାରିଖାନି ପଢ଼ିଛି।)
  • ଦେ. ବିଣ — ଚତୁର୍ବିଧ — Of 4 kinds; consisting of 4 elements