ଚାରିକଣ୍ଟା Chārikaṇṭā

  • ଦେ. ବିଣ — ଓଜନରେ ଠିକ୍ (କମ୍ ବା ବେଶୀ ନୁହେଁ) — Accurately weighed (not more nor less) in the scale
  • ଦେ. ବିଣ — (ଯଥା—ଏ ସବୁ ଜିନିଷ ଚାରିକଣ୍ଟା ଓଜନ କରିଦିଅ।)