ଚାରିଆଖି Chāriākhi

  • ଦେ. ବି. (ସଂ. ଚତୁରକ୍ଷ) — ଦୁଇ ଜଣଙ୍କର ପରସ୍ପର ସାକ୍ଷାତ୍କାର ବା ଭେଟାଭେଟି — A face-to-face meeting; meeting of two person (i.e. 4 eyes)
  • ଦେ. ବି. (ସଂ. ଚତୁରକ୍ଷ) — ଆଗତ ହୋଇ ଚାରିଆଖି, ଦେଖିବୁ କି କରଇଁ ସଖୀ— ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି. (ସଂ. ଚତୁରକ୍ଷ) — ବ୍ରହ୍ମା — God Brahmā
  • ଦେ. ବି. (ସଂ. ଚତୁରକ୍ଷ) — ଆଗପଛ ଦୃଷ୍ଟି; ଅତିଶୟ ସାବଧାନତା — Insight (looking in front and behind); utmost carefulness
  • ଦେ. ବିଣ — ଚାରିଆଖିଆ (ଦେଖ) — Chāriākhiā (See)