ଚାରି ପାଠ Chāri pāṭha
- ଦେ. ବି. — ଓଡ଼ିଆ, ବଙ୍ଗଳା, ନାଗରୀ ଓ ଫାରସୀ ଏହି ଚାରିଭାଷା ଶିକ୍ଷା — Learing of the 4 languages (Formerly prevalent in Orissa, e.g. Oria, Bengali, Persian and Debanagari)
- ଦେ. ବି. — ରଜାପୁଥ ଚାରି ଦିନରେ ଚାରିପାଠ ହାସଲ କଲା—କାହାଣୀ।
- ଦେ. ବି. — [ଦ୍ରା—ଇଂରାଜି, ପାଠ ଆମ ଦେଶରେ ଚଳିବା ପୂର୍ବରୁ ଓଡ଼ିଆ, ବଙ୍ଗଳା, ଫାରାସୀ ଓ ନାଗରୀ ଭାଷାର ପ୍ରଚଳନ ଥିଲା। ଏହାକୁ ଚାରିଖାନି ବା ଚାରିପାଠ କହୁଥିଲେ। ଯେ ଚାରିପାଠ ଜାଣୁଥିଲେ ସେ ମହାପଣ୍ଡିତରୂପେ ଗଣ୍ୟ ହେଉଥିଲେ।]