ଚାରି ପଇସା Chāri paisā

  • ଦେ. ବି — ଚାରିଗୋଟି ପଇସା ବା ତାମ୍ରମୁଦ୍ରା — Four pice
  • ଦେ. ବି — (ଲକ୍ଷଣାର୍ଥ) କିଛି ଧନ; କିଛି ଅର୍ଥ — Some money
  • ଦେ. ବି — (ଯଥା—ତା ହାତରେ ଚାରିପଇସା ହୋଲାଣି, ସେ କିଆଁ କାହାକୁ ଡରିବ?)