ଚାରି ଖୁଣି ମାଫ୍ Chāri khuṇi māph
- ଦେ. ବି. (ସଂ. ଚତୁର୍+ଫା. ଖୂନୀ=ହତ୍ୟା+ ଫା. ମୁଆଫ୍=କ୍ଷମା, ଦୋଷ ମାନିବା) — ମୁସଲ୍ମାନ୍ ରାଜତ୍ୱରେ ସମ୍ରାଟଙ୍କର ବିଶେଷ ଅନୁଗୃହୀତ ବ୍ଯକ୍ତିଙ୍କୁ ସମ୍ମାନ ରୂପେ ଦିଆ ଯାଉଥିବା ବିଶିଷ୍ଟ ଅଧିକାର (ଏପରି କି, ସେ 4ଟି ପର୍ଯ୍ୟନ୍ତ ନରହତ୍ୟା କଲେ ମଧ୍ୟ ତାଙ୍କୁ ରାଜଦଣ୍ଡ ଦିଆ— ଯାଉ ନ ଥିଲା) — A privilage granted to a favourite of the Mahomedan emperors in ancient Indian (viz. he would not be punished for committing murder to the maximum of four
- ଦେ. ବି. (ସଂ. ଚତୁର୍+ଫା. ଖୂନୀ=ହତ୍ୟା+ ଫା. ମୁଆଫ୍=କ୍ଷମା, ଦୋଷ ମାନିବା) — (ଲକ୍ଷଣାର୍ଥ) କୌଣସି କ୍ଷମତାପନ୍ନ ବ୍ଯକ୍ତି ତାଙ୍କର ଅନୁଗ୍ରହ— ପାତ୍ରକୁ ଦେବା ବିଶିଷ୍ଟ ଅଧିକାର — Any special privilage granted to the favourite of a powerful person