ଚାମୁଣ୍ଡା Chāmuṇḍā

  • ସଂ. ବି. ସ୍ତ୍ରୀ. (ଚଣ୍ଡୀ+ମୁଣ୍ଡ; ନିପାତନ=ଚାମୁଣ୍ଡା+ସ୍ତ୍ରୀ. ଆ) — ଚଣ୍ଡମୁଣ୍ଡବିନାଶକାରିଣୀ ଦୁର୍ଗା — An incarnation lof Goddess Durgā
  • ସଂ. ବି. ସ୍ତ୍ରୀ. (ଚଣ୍ଡୀ+ମୁଣ୍ଡ; ନିପାତନ=ଚାମୁଣ୍ଡା+ସ୍ତ୍ରୀ. ଆ) — [ଦ୍ର—ଚଣ୍ଡ ଓ ମୁଣ୍ଡ ନାମକ ଦୁଇଟି ଅସୁରଙ୍କୁ ବିନାଶ କରି ଥିବାରୁ ଦୁର୍ଗାଙ୍କର ଏହି ନାମ ହୋଇଅଛି—ଚଣ୍ଡୀ. 7 ମୀ ଅ.।] — [ଦ୍ର—ଚଣ୍ଡ ଓ ମୁଣ୍ଡ ନାମକ ଦୁଇଟି ଅସୁରଙ୍କୁ ବିନାଶ କରି ଥିବାରୁ ଦୁର୍ଗାଙ୍କର ଏହି ନାମ ହୋଇଅଛି—ଚଣ୍ଡୀ.7ମୀ ଅ.]