ଚାମର ପୁଷ୍ପ Chāmara pushpa

  • ସଂ. ବି. (ବହୁବ୍ରୀହି; ଚାମର+ପୁଷ୍ପ; ଯେଉଁ ବୃକ୍ଷର ପୁଷ୍ପ— ଗୁଚ୍ଛମାନ ଚାମର ପରି) — ନଡ଼ିଆ, ଗୁଆ, ଆମ୍ବ, କେତକୀ, କାଶ ଆଦି ବୃକ୍ଷମାନ — Trees bearing bunches of flowers resembling a chowrie e.g. cocoanut, betelnut, mango