ଚାମଚିକା Chāmachikā

  • ଦେ. ବି. ସ୍ତ୍ରୀ. (ସଂ. ଚର୍ମଚଟିକା) — ଚର୍ମଚଟୀ; ଚିମିଣିଆ; ଚେମଣୀ; ଚର୍ମପତ୍ରା — House-bat; Cynopterous Margina
  • ଦେ. ବି. ସ୍ତ୍ରୀ. (ସଂ. ଚର୍ମଚଟିକା) — [ଦ୍ର—ଏହା ଆକାରରେ 5।6 ଆଙ୍ଗୁଳ; ଏହାର କାନ ବଡ଼ ବଡ଼। ବୃକ୍ଷର ଫଳ ଓ ମଶା ଏହାର ଖାଦ୍ୟ। ଜୀର୍ଣ୍ଣମନ୍ଦିର ଓ ପୁରାତନ ଗୃହରେ ଏ ବାସ କରେ।] — [ଦ୍ର—ଏହା ଆକାରରେ56ଆଙ୍ଗୁଳ; ଏହାର କାନ ବଡ଼ ବଡ଼ ବୃକ୍ଷର ଫଳ ଓ ମଶା ଏହାର ଖାଦ୍ୟ ଜୀର୍ଣ୍ଣମନ୍ଦିର ଓ ପୁରାତନ ଗୃହରେ ଏ ବାସ କରେ]