ଚାମଚା Chāmachā

  • ବୈଦେ. ବି. (ଫା. ଚମ୍ଚହ; ତୁଳ. ସଂ. ଚମସ) — ଧାତୁନିର୍ମିତ ଡଙ୍କି ବା ସାନ ଅଣକ — A spoon
  • ବୈଦେ. ବି. (ଫା. ଚମ୍ଚହ; ତୁଳ. ସଂ. ଚମସ) — [ଦ୍ର—କଣ୍ଟାଚାମଚା, ଚାହାଚାମଚା ଓ ଖାନାଚାମଚା ଆଦି ବିଭିନ୍ନ ପ୍ରକାରର ଚାମଚା ଦେଖାଯାଏ। ଆମ୍ଭେମାନେ ଥାଳିରୁ ଖାଦ୍ୟ— ଦ୍ରବ୍ୟକୁ ହାତଦ୍ୱାରା ଉଠାଇ ପାଟିକୁ ନେଉଁ, ମାତ୍ର ସାହେବମାନେ ପାଣିଆଁ ଓ କାଦୁଆ ଖାଦ୍ୟ ପଦାର୍ଥ ଏବଂ ମାଛଆଦିକୁ ଚାମଚା ସାହାଯ୍ୟରେ ପାଟିକୁ ନିଅନ୍ତି।]