ଚାମଠା Chāmaṭhā

  • ପ୍ରାଦେ. (ସିଂହଭୂମ) ବି — ଶଗଡ଼ର ଯୁଆଳି ଓ ଦଣ୍ଡା ଆଗକୁ ଯୋଡ଼ି ରଖିବାର ବ୍ଯବହୃତ ରଜ୍ଜୁ — The rope with which the yoke is tied to the fore ends of the shafts of a cart