ଚାପରାସୀ Chāparāsī

  • ବୈଦେ. ବି. (ଫା. ଚପରାସୀ) — କୌଣସି ହାକିମଙ୍କ ଆଜ୍ଞାକାରୀ ଭୃତ୍ୟ — An orderly
  • ବୈଦେ. ବି. (ଫା. ଚପରାସୀ) — ପିଆଦା — A peon