ଚାନ୍ଦ୍ର Chāndra
- ସଂ. ବିଣ. ପୁ. (ଚନ୍ଦ୍ର+ସମ୍ବନ୍ଧାର୍ଥେ. ଅ.) — ଚନ୍ଦ୍ର ସମ୍ବନ୍ଧୀୟ — Pertaining to the moon; lunar
- ସଂ. ବିଣ. ପୁ. (ଚନ୍ଦ୍ର+ସମ୍ବନ୍ଧାର୍ଥେ. ଅ.) — ଚନ୍ଦ୍ରଙ୍କ ଗତିଦ୍ୱାରା ନିୟମିତ — Regulated by the motion of the moon
- ସଂ. ବିଣ. ପୁ. (ଚନ୍ଦ୍ର+ସମ୍ବନ୍ଧାର୍ଥେ. ଅ.) — ଚାନ୍ଦ୍ର ବ୍ୟାକରଣ ଅଧ୍ୟୟନକାରୀ — Studying the Sanscrit grammar named Chāndra
- ସଂ. ବି. — ଚନ୍ଦ୍ରଲୋକ (ଦେଖ) — Chandraloka (See)
- ସଂ. ବି. — ଚନ୍ଦ୍ରକାନ୍ତ; ମଣି — Moonstone
- ସଂ. ବି. — ତ୍ରିଂଶତ୍ ତିଥି ଘଟିତ ମାସ; ଚାନ୍ଦ୍ର ମାସ — Lunar month
- ସଂ. ବି. — ଚାନ୍ଦ୍ରାୟଣ (ବ୍ରତ) (ଦେଖ) — Chāndrāyaṇa (See)
- ସଂ. ବି. — ସଂସ୍କୃତ ବ୍ୟାକରଣବିଶେଷ — Name of a Sanscrit grammar