ଚାନ୍ଦ୍ରୀ Chaāndrī
- ସଂ. ବି. ସ୍ତ୍ରୀ. (ଚନ୍ଦ୍ର+ଅ+ସ୍ତ୍ରୀ. ଈ) — ଚନ୍ଦ୍ର ପତ୍ନୀ — The wife of the Moon-god
- ସଂ. ବି. ସ୍ତ୍ରୀ. (ଚନ୍ଦ୍ର+ଅ+ସ୍ତ୍ରୀ. ଈ) — ଜ୍ୟୋତ୍ସ୍ନା — Moon-light
- ସଂ. ବି. ସ୍ତ୍ରୀ. (ଚନ୍ଦ୍ର+ଅ+ସ୍ତ୍ରୀ. ଈ) — ଶ୍ୱେତ କଣ୍ଟକାରୀ — Solanium Nigrum
- ସଂ. ବିଣ. ସ୍ତ୍ରୀ — 'ଚାନ୍ଦ୍ର'ର ସ୍ତ୍ରୀ ଲିଙ୍ଗ — Feminine of Chāndra