ଚାନ୍ଦିଆ Chāndiā

  • ଦେ. ବିଣ. — ଯେଉଁ ରଙ୍ଗିନ୍ ଘୋଡ଼ା ଓ ଗୋରୁ ପ୍ରଭୃତିଙ୍କ କପାଳରେ ଚନ୍ଦ୍ରାକୃତି ଧଳା ରୋମରେଖା ଥାଏ — (a coloured beast) Having a white mark or star on the forehead
  • ଦେ. ବି. — କପାଳରେ ଚାନ୍ଦଥିବା ପଶୁ — A beast having a white mark or star on the forehead