ଚାନ୍ଦମାରି Chāndamāri

  • ଦେ. ବି (ସଂ. ଚନ୍ଦ୍ର+ମୃ ଧାତୁ ଣିଜନ୍ତ=ମାରି ଧାତୁ) — ବନ୍ଧୁକ ଦ୍ୱାରା ଲକ୍ଷ୍ୟ ଭେଦ ଶିକ୍ଷା କରିବା ନିମନ୍ତେ ନିର୍ଦ୍ଦିଷ୍ଟ ଦୂରରେ ରଖାଯାଇଥିବା ଚନ୍ଦ୍ରାକାର ଚିହ୍ନ— ବିଶେଷ — Target