ଚାନ୍ଦ ବନ୍ଦାପନା Chānda bandāpanā

  • ଦେ. ବି (ସଂ. ଚନ୍ଦ୍ରବନ୍ଦନ) ବିବାହର ପରବର୍ତ୍ତୀ ଶୁକ୍ଳ ତୃତୀୟା ଦିନ ବରକନ୍ୟା ଚନ୍ଦ୍ରଙ୍କୁ ପୂଜା କରିବା ବିଧି; ଚନ୍ଦ୍ରବନ୍ଦାପନା — The ceremony of the newly married couple worshipping the moon on the evening of the third day of the bright fortnight which succeeds the marriage
  • ଦେ. ବି (ସଂ. ଚନ୍ଦ୍ରବନ୍ଦନ) କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ବାଳକବାଳିକାମାନଙ୍କ ଦ୍ୱାରା ଚନ୍ଦ୍ରଙ୍କ ପୂଜା — Worship of the moon on the evening of the Kumārapūrṇṇamī by boys and girls