ଚାନ୍ଦ ବନ୍ଦାଇବା Chānda bandāibā
- ଦେ. କ୍ରି — (କୁମାର କୁମାରୀମାନେ) କୁମାରପୁର୍ଣ୍ଣିମା ସନ୍ଧ୍ୟାବେଳେ ନବୋଦିତ ଚନ୍ଦ୍ରଙ୍କୁ ବନ୍ଦାପନା କରିବା — (boys and girls) To worship the moon in the evening of Kumārapūrṇṇimā
- ଦେ. କ୍ରି — ବିବାହର ପରବର୍ତ୍ତୀ ଶୁକ୍ଳ ତୃତୀୟାର ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ବରକନ୍ୟା ବନ୍ଦାପନା କରିବା — (a newly married couple) To worship the moon on the third day of the bright fornight following the marriage