ଚାଦର ଧରିବା Chādara dharibā
- ଦେ. କ୍ରି — ରାଜା ବା ବରକନ୍ୟା କୌଣସି ଦୁଆର— ମୁହଁ ବାଟେ ଗଲାବେଳେ (ଆଗପଛ ହୋଇ ଛିଡ଼ା ହୋଇଥିବା ଦୁଇ ଜଣ ବ୍ଯକ୍ତି) ତାଙ୍କ ମୁଣ୍ଡ ଉପରେ ଖଣ୍ଡିଏ ଏ ଚାଦର ଟେକି ଧରିବା — To hold a sheet as a canopy over the head of a king or a newly married couple while passing through a door-away